Btv news ,odisha

Btv news ,odisha Contact information, map and directions, contact form, opening hours, services, ratings, photos, videos and announcements from Btv news ,odisha, Bhadrakh.

22/01/2025
12/09/2023

ଭଦ୍ରକରେ sun light Dry Cleaners ର ଅତ୍ୟାଧୁନିକ show room ଉଦଘାଟିତ l ସମସ୍ତ ଭଦ୍ରକବାସୀ ଏହାର ସୁଯୋଗ ନେବାକୁ ପ୍ରୋପାଏଟର ନିବେଦନ କରିଛନ୍ତି l

07/09/2023
07/09/2023

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଭଦ୍ରକ ର ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ବେହେରାଙ୍କ ଦ୍ୱାରା ଵୃଦ୍ଧାଶ୍ରମରେ ଖାଦ୍ୟ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ l

21/05/2023

ସବୁ ବିବାଦକୁ ଅନ୍ତ ଘଟାଇ ବହୁ ପୁରାତନ ରାସ୍ତା ମୋଚିଛକ ଠାରୁ ମାଆ ଭଦ୍ରକାଳୀ ପୁରୁଣା ବଜାର ରାସ୍ତା ଭଙ୍ଗା ଆରମ୍ଭ ହେଲା |
odisha

14/04/2023

ଭଦ୍ରକ ପୁରୁଣା ବଜାରରେ ଯୁବନେତା ଜ୍ୟୋତିପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଲା ଇଫତାର ନିମନ୍ତ୍ରଣ ପାର୍ଟି l

12/04/2023

ଭଦ୍ରକ ବେଦାନ୍ତ କମ୍ପାନୀରେ ଦୁଇ ଶ୍ରମିକ ଗୁରୁତର l

ଭଦ୍ରକ (Bnews ):ଗତ କାଲି ଭଦ୍ରକ, ରାନ୍ଦୀଆ ବେଦାନ୍ତ ଫେକର୍ କମ୍ପାନୀରେ ଦୁର୍ଘଟଣା ଘଟିଥିବା ବେଳେ ଦୁଇଜଣ କାର୍ଯ୍ୟରତ କର୍ମଚାରୀ ଗୁରୁତର ହୋଇ ଏବେ ଭୁବନେଶ୍ଵର କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ l ସେମାନଙ୍କ ଅବସ୍ଥା ଆହୁରି ବିଗିଡ଼ିବାରୁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ବେଦାନ୍ତର ଫେକର୍ କମ୍ପାନୀର ସି.ଓ ଙ୍କ ସହିତ ଆଲୋଚନା କରି ଉନ୍ନତ ମାନର ଚିକିତ୍ସା ନିମନ୍ତେ ରାଜ୍ୟ ବାହାରକୁ ପଠାଇବାକୁ ପରାମର୍ଶ ଦେଇଥିଲେ l ଆଜି ଗ୍ରୀନ୍ କରିଡ଼ର ରେ କିମ୍ସ ହସ୍ପିଟାଲ ଠାରୁ ବିମାନ ବନ୍ଦର ପର୍ଯ୍ୟନ୍ତ ନେବା ପରେ ନେସନାଲ ବର୍ଣ୍ଣ ସେଣ୍ଟର ମୁମ୍ବାଇ କୁ ସ୍ବତନ୍ତ୍ର ଦୁଇଟି ଏୟାର ଆମ୍ବୁଲାନ୍ସ ଯୋଗେ ମୁମ୍ବାଇ କୁ ସ୍ଥାନାନ୍ତର କରାଯାଇଛି l ବିଧାୟକଙ୍କ ଏପରି ଜନହିତକର କାର୍ଯ୍ୟକୁ ଭଦ୍ରକବାସୀ ପ୍ରଶଂସା କରିଛନ୍ତି l

Address

Bhadrakh

Website

Alerts

Be the first to know and let us send you an email when Btv news ,odisha posts news and promotions. Your email address will not be used for any other purpose, and you can unsubscribe at any time.

Share